ଉଦୟ ଭାନୁ ଇ-ପାଠାଗାର


ପ୍ରିୟ ଆତ୍ମନ୍,
ସାଦର  ପ୍ରଣାମ ତଥା  ହୃଦୟର ଅଭିନନ୍ଦନ  । ଉଦୟ ଭାନୁ ପରିବାର ଆପଣଙ୍କର ଭଲ ପାଇବା ଏବଂ ସହଯୋଗକୁ  ପାଥେୟ କରି ନୂତନ ପ୍ରଚେଷ୍ଟା ସହିତ ସବୁବେଳେ  ଓଡିଆ ସାହିତ୍ୟକୁ ଡିଜିଟାଲ କରଣ ପାଇଁ ଚେଷ୍ଟିତ  । ଅଧୁନା ସମାଜରେ ପ୍ରତି ଗ୍ରାମରେ ଇଂଟରନେଟ ଡାଟା ପ୍ରର୍ଯ୍ୟାପ୍ତ ପରିମାଣରେ ମିଳୁଥିଲା ସମୟରେ  ଭଲ ପାଠାଗାରଟିଏ  ନାହିଁ  । ଏଣୁ ଆମ ଦ୍ୱାରା ଏକ  ଇ-ପାଠାଗାରର ପରିକଳ୍ପନା ସହିତ ଏକ ଓଡିଆ ଟେଲିଗ୍ରାମ ଚ୍ୟାନେଲ ଉଦୟ ଭାନୁ କରାଯାଇଛି  । ଏହା ସଂପୂର୍ଣ୍ଣ ସମାଜ ପାଇଁ ସମର୍ପିତ ଏବଂ ଏହା ଓଡିଆ ସାହିତ୍ୟର ସ୍ରଷ୍ଟା ଏବଂ ସାହିତ୍ୟ ଅନୁରାଗୀମାନଙ୍କ ପାଇଁ ଲାଭ ଦାୟକ ହେବ ବୋଲି ଆଶା ରଖିଛୁ  ।ଏଥିରେ ବିଭିନ୍ନ ଓଡିଆ ଗ୍ରନ୍ଥାବଳୀ, ଉପନ୍ୟାସ,ଗଳ୍ପ ସଂକଳନ, କବିତାବଳୀ, ଓଡିଆ/ଇଂରାଜୀ /ହିନ୍ଦୀ ଅଭିଧାନ ଏବଂ ଓଡିଆ ଭାଷାର ଅନେକ ଦୁଷ୍ପ୍ରାପ୍ୟ ପୁସ୍ତକ ଅପଲୋଡ୍ କରାଯାଇଛି  ।   ଆପଣ ଆବଶ୍ୟକତା ଅନୁଯାୟୀ ଓଡିଆ ବହି ଗୁଡିକ ଡାଉନଲୋଡ କରି ପାଠ କରି ପାରିବେ  ।  ତେବେ ଉକ୍ତ ସେବା ପାଇବା ପାଇଁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଟେଲିଗ୍ରାମ୍ ଆପ୍  ଇନଷ୍ଟଲ କରନ୍ତୁ  । ଏହାପରେ ଆମର ପ୍ରଦତ ଲିଙ୍କରେ (https://t.me/udayvanu) କ୍ଲିକ୍ କରି  ସାମିଲ ହେବା ପାଇଁ ସବିନୟ ଅନୁରୋଧ । କିମ୍ବା ଆମର https://udayvanu.blogspot.com  ବ୍ରାଉଜ୍ କରି “ସମାଜ ସେବା ସଂସ୍ଥାନ”  ସାମିଲ ହୋଇ ପାରିବେ  । କୌଣସି ବୈଷୟିକ ଅସୁବିଧା କିମ୍ବା ଅନୁସନ୍ଧାନ ପାଇଁ (ମାଧବ-୯୨୩୮୫୮୯୧୦୦)   ଯୋଗାଯୋଗ କରିବା ପାଇଁ ଅନୁରୋଧ   । ଅନେକ ଅନେକ ଶୁଭ କାମନା ସହ  ।
                     ( ଉଦୟ ଭାନୁ ପରିବାର )

2 comments:

  1. It is a welcomed attempt. And also a great contribution to the universe of literature. So many many thanks for the developed thinking.

    ReplyDelete
  2. It is a welcomed attempt. And also a great contribution to the universe of literature. So many many thanks for the developed thinking.

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।