କବିତା କବି ହୃଦୟର ଅଭିବ୍ୟକ୍ତି।ପଦ୍ୟ ମାଧ୍ୟମରେ ସାହିତ୍ୟର ପ୍ରତିଟି ଦିଗକୁ ଅତି ସଫଳତାର ସହିତ ପାଠକଙ୍କ ନିକଟରେ ପରଶି ଦିଏ କବିତା।
ସାମ୍ପ୍ରତିକ ସମୟର କବିମାନଙ୍କ ମଧ୍ୟରେ ଅକ୍ଷୟ ଓଝାଙ୍କ ଏକ ସ୍ୱତନ୍ତ୍ରତା ରହିଛି।ଅନୁଭବର ଆଦ୍ୟ ଭୂମିଟିଏ ପାଠକ ପାଠିକାଙ୍କ ହୃଦୟକୁ ଛୁଇଁ ଯିବାର ଅଭିପ୍ସା ନେଇ ଛଳଛଳ ଛନ୍ଦରେ ଝରି ଯାଉଥିବା ବେଳେ ଯେଉଁ କବିତା ସୃଷ୍ଟି ହୁଏ ତାହାହିଁ ତାଙ୍କର କବିତା।ଖୁଦ୍ର ମଧ୍ୟରେ ଭୁମାର ସାନିଧ୍ୟତା ତାଙ୍କ କବିତାର ଅନ୍ୟ ଏକ ଦିଗ।ଈଶ୍ୱର ପ୍ରେମ, ପ୍ରକୃତି ପ୍ରୀତିକୁ ବାଦ ଦେଲେ ମିଠା ପ୍ରତିବାଦ ହେଉଛି କବିଙ୍କ କବିତାର ଅନ୍ତଃସ୍ବର।କ୍ଷୟମୁଖୀ ସମାଜର ବିଧି ବ୍ୟବସ୍ତା କବି ଓଝାଙ୍କ କାବ୍ୟିକ ଚେତନାକୁ ଯେତେବେଳେ ଆନ୍ଦୋଳିତ କରେ, ଅତି ସତର୍କ ଓ ସଂଯତ ଭାବରେ ତାଙ୍କର କବିତାର ଆତ୍ମାରେ ପ୍ରତିଫଳିତ ହୁଏ ଯାହା ତାଙ୍କୁ ସ୍ୱତନ୍ତ୍ରତା ପ୍ରଦାନ କରେ।
ଉଦୟ ଭାନୁ ପରିବାର କବି ଶ୍ରୀ ଅକ୍ଷୟ ଓଝାଙ୍କ ଅନନ୍ୟ ପ୍ରତିଭାକୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଛି।
-ଉଦୟ ଭାନୁ ପରିବାର-
୧
୨
୩
୪
୫
୬
୭
୮
୯
୧୦
୧୧
୧୨
୧୩
୧୪
୧୫
୧୬
୧୭
୧୮
୧୯
୨୦
୨୧
୨୨
୨୩
୨୪
୨୫
୨୬
୨୭
୨୮
୨୯
୩୦
୩୧
୩୨
୩୩
୩୪
୩୫
୩୬
୩୭
୩୮
୩୯
୪୦
୪୧
୪୨
୪୩
୪୪
୪୫
୪୬
୪୭
୪୮
୪୯
୫୦
୫୧
୫୨
୫୩
୫୪
୫୫
୫୬
୫୭
୫୮
୫୯
୬୦
୬୧
୬୨
୬୩
୬୪
୬୫
୬୬
୬୭
୬୮
୭୦
୭୧
୭୨
୭୩
୭୪
୭୫
୭୬
୭୭
୭୮
୭୯
୮୦
୮୧
୮୨
୮୩
୮୪
୮୫
୮୬
୮୭
୮୮
୮୯
୯୦
୯୧
୯୨
୯୩
୯୪
୯୫
୯୬
୯୭
୯୮
୯୯
୧୦୦







































































































Great. Keep Growing. U r really an Inspirational person.
ReplyDeleteThanks a lot
Delete