ଓଡିଶା ଯୁବା ଇ-ପାଠାଗାର




ପ୍ରିୟ ଆତ୍ମନ୍,
ସାଦର  ପ୍ରଣାମ ତଥା  ହୃଦୟର ଅଭିନନ୍ଦନ  । ଉଦୟ ଭାନୁ ପରିବାର ଆପଣଙ୍କର ଭଲ ପାଇବା ଏବଂ ସହଯୋଗକୁ  ପାଥେୟ କରି ନୂତନ ପ୍ରଚେଷ୍ଟା ସହିତ ସବୁବେଳେ  ସମାଜର ହିତ ପାଇଁ ଚେଷ୍ଟିତ  । ଆପଣମାନଙ୍କ ପାଇଁ ଓଡିଶା ଯୁବା ଆମର,ଅନ୍ୟ ଏକ ଛୋଟ ପ୍ରୟାସ  । ଅଧୁନା ସମାଜରେ ପ୍ରତି ଗ୍ରାମରେ ଇଂଟରନେଟ ଡାଟା ପ୍ରର୍ଯ୍ୟାପ୍ତ ପରିମାଣରେ ମିଳୁଥିଲା ସମୟରେ  ଭଲ ପାଠାଗାରଟିଏ  ନାହିଁ  । ଚାକିରୀ ପାଇଁ ଗ୍ରାମାଂଚଳରେ ବହୁତ ବେକାର ଯୁବକ/ଯୁବତୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି  । କିନ୍ତୁ ଏଠାରେ ଭଲ ବହି ନା ପତ୍ରିକା ଖଣ୍ଡେ ମିଳିଥାଏ ??? ଓଡିଶା ଯୁବା ଇ-ପାଠାଗାରରେ ବ୍ୟାଙ୍କିଙ୍ଗ, ରେଲବାଇ, ଷ୍ଟାଫ୍ ସିଲେକସନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରତିଯୋଗିତା ପରୀକ୍ଷା ପାଇଁ   ଅନେକ ଦୁଷ୍ପ୍ରାପ୍ୟ ପୁସ୍ତକ ଏବଂ ବିଭିନ୍ନ ପରୀକ୍ଷାର ନମୁନା ପ୍ରଶ୍ନ ପତ୍ର ଅପଲୋଡ୍ କରାଯାଇଛି  ।   ଆପଣ ଆବଶ୍ୟକତା ଅନୁଯାୟୀ  ବହି ଗୁଡିକ ଡାଉନଲୋଡ କରି ପାଠ କରି ପାରିବେ  ।  ତେବେ ଉକ୍ତ ସେବା ପାଇବା ପାଇଁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଟେଲିଗ୍ରାମ୍ ଆପ୍  ଇନଷ୍ଟଲ କରନ୍ତୁ  । ଏହାପରେ  ଆମର ପ୍ରଦତ ଲିଙ୍କରେ କ୍ଲିକ୍ କରି https://t.me/odishayuva ସାମିଲ ହେବା ପାଇଁ ସବିନୟ ଅନୁରୋଧ ।  କିମ୍ବା ଆମର https://udayvanu.blogspot.com/ ବ୍ରାଉଜ୍ କରି “ଆମେ ସମାଜ ପାଇଁ ଜୀଇଁବା ”   ସାମିଲ ହୋଇ ପାରିବେ  । କୌଣସି ବୈଷୟିକ ଅସୁବିଧା କିମ୍ବା ଅନୁସନ୍ଧାନ ପାଇଁ   (ମାଧବ-୯୨୩୮୫୮୯୧୦୦)   ଯୋଗାଯୋଗ କରିବା ପାଇଁ ଅନୁରୋଧ   । ଅନେକ ଅନେକ ଶୁଭ କାମନା ସହ  । ( ଉଦୟ ଭାନୁ ପରିବାର )
ଆମର ଶିକ୍ଷିତ ବେକାର ଭାଇ/ଭଉଣୀମାନଙ୍କ ପାଇଁ ବିଶେଷ ସୂଚନା-   ଆମ୍ଭ ଦ୍ୱାରା କର୍ମ ନିଯୁକ୍ତି,ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ପ୍ରଶିକ୍ଷଣ ସଂପର୍କରେ ବିଭିନ୍ନ ସୂଚନା ପ୍ରଦାନ କରାଯିବା ପାଇଁ  ପରିଚାଳନା ମଣ୍ଡଳୀଙ୍କ ନିଷ୍ପତି କ୍ରମେ ସ୍ଥିର କରାଯିବ ।ଏହି ସଂପର୍କେ ଆମର କିଛି ସଂଘ ଚାଲିଥିଲା ସମୟରେ,ୟେ ବାବଦରେ ସୂଚନା ଦିଆ ଯାଇ ନ ଥିଲା  । ତେବେ ଏଇ ନିକଟରେ ଏହା ଘୋଷଣା କରାଯିବା ସହିତ ସଂଘ ସହିତ ସାମିଲ କରାଯିବ  । ଅନେକ ଭାଇ/ଭଉଣୀମାନଙ୍କ ଅନୁରୋଧ କ୍ରମେ ଏହି ସୂଚନା ପ୍ରଦାନ କରାଗଲା  । ଆଗ୍ରହୀ ଭାଇ/ଭଉଣୀମାନେ ଯୋଗାଯୋଗ କରିବା ପାଇଁ  ସବିନୟ ଅନୁରୋଧ ।
( ଉଦୟ ଭାନୁ ପରିବାର )

2 comments:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।