ଅନୀଲ କୁମାର ପ୍ରଧାନ
ଜୀବନରେ ହସ ଫୁଟେଇବା
ଆଉ,
ନିଜକୁ ଅନ୍ୟ ପାଖରେ ଦେଖିବା
ଆଜି ସାତ ସପନ,
ଏଠି ସମସ୍ତେ ବଡ ହେବାରେ ନିଶାଗ୍ରସ୍ତ
ଭଲ ନିଶାରେ..... !!!
ଖୋଜିଲେ ଜୀବନ ସରିଯିବ
ଏଇଟା କଣ...???
ଜୀବନ ଚକ୍ରର ପରିଧି ||
ଦଳି ଦଳି ଗୁଣ୍ଡ କରିବାରେ
ସବୁ ବ୍ୟସ୍ତ -ବିବ୍ରତ
ଏକାଠି କରି ନୂତନତ୍ୱ ପାଇଁ
କେତେ ଜଣ ପ୍ରସ୍ତୁତ...
ଏଇତ ଜୀବନର ଅସ୍ତିତ୍ୱ ....
ମହାଲିକପଡା, ବୌଧ


Very nice....
ReplyDeleteDhanyabad.
Deleteଆପଣଙ୍କ ହୃଦୟକୁ "କୁଆଡେ ଅସ୍ତିତ୍ୱ....." କବିତାଟି ଛୁଇଁପାରିଥିବାରୁ.... ମୋତେ ବହୁତ ଖୁସି ଲାଗୁଛି.... ଧନ୍ୟବାଦ.... ଜୟ ଜଗନ୍ନାଥ
ReplyDeleteDhanyabad Bandhu.
Delete