2/28/2022

ଲତା ଦିଦି

ସତ୍ଯ ରଞ୍ଜନ ସ୍ବାଇଁ 
ମରିକି ଅମର ତୁମେ ଲତା ଦିଦି
ସୂର୍ଯ୍ୟ ଚନ୍ଦ୍ର  ଥିବା ଯାଏଁ 
ସବୁରି ହୃଦୟେ ସଙ୍ଗୀତର ସ୍ୱର 
ଭରିଥିଲ ଥିବା ଯାଏଁ ,
ତୁମରି ବିୟୋଗେ ସମଗ୍ର ଭାରତ
ଲୋତକ ଝରାଉଥାଏ 
                       ମରିକି ଅମର.........
ସରସ୍ଵତୀଙ୍କ ଅବତାର ,
ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ;
ଶେଷ ସରସ୍ଵତୀ ପୂଜା ଭେଣ୍ଟିଲେଟରରେ ପାଳି 
ସରସ୍ଵତୀଙ୍କ ଠାରେ ବିଲୀନ ହେଲେ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।