ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ୨୧ ଜୁନ୍କୁ ପାଳନ କରାଯାଉଛି। ଏହିଦିନ ବର୍ଷର ସବୁଠୁ ଲମ୍ବାଦିନ ହୋଇଥାଏ। ପ୍ରଥମ ଥର ଏହି ଦିବସ ୨୧ ଜୁନ୍ ୨୦୧୫ରେ ପାଳନ କରାଗଲା। ଯେମିତି ପ୍ରଥମ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ୨୭ ସେପ୍ଟେମ୍ବର ୨୦୧୪ ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାରତର ପାଚୀନ ପରଂପରାର ଏକ ଅମୂଲ୍ୟ ଉପହାର ହେଉଛି ଦିମାଗ ଏବଂ ପ୍ରକୃତିର ମଝିରେ ସାମଂଜସ୍ୟ ବିଚାର, ସଂଯମ ଏବଂ ପୂର୍ତି ପ୍ରଦାନ କରିଥାଏ। ତଥା ସ୍ବାସ୍ଥ୍ୟ ଏବଂ ସୁବିଧା ପାଇଁ ଏକ ସମଗ୍ର ଦୃଷ୍ଟିକୋଣକୁ ବି ପ୍ରଦାନ କରିଥାଏ। ଏହି ବ୍ୟାୟାମ ଉପରେ ନୁହେଁ। କିନ୍ତୁ ନିଜ ଭିତରେ ଏକତାର ଭାବନା, ଦୁନିଆ ଏବଂ ପ୍ରକୃତିର ଖୋଜିବାର ବିଷୟ ଏ। ଆମରି ବଦଳୁଥିବା ଜୀବନ - ଶୈଳୀର ଏ ଚେତନା ବନେ, ତେବେ ଜଳବାୟୁ ପରିବର୍ତ୍ତନର ସାହାଯ୍ୟ କରିପାରିବା। ତେବେ ଆସନ୍ତୁ ଏକ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ କୋଳେଇ ନେବାର ଦିଶା।
ଯେମିତି ପରେ ୨୧ଜୁନରେ "ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ" ଘୋଷିତ କରାଗଲା। ୧୧ଡିସେମ୍ବର ୨୦୧୪ କୁ ସଂଯୁକ୍ତ ରାଷ୍ଟ୍ରରେ ୧୭୭ ସଦସ୍ୟ ଦ୍ବାରା ୨୧ ଜୁନକୁ "ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ"କୁ ପାଳନ କରିବାକୁ ପ୍ରସ୍ତାବକୁ ମଂଜୁରୀ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ଜୀ ଏହି ପ୍ରସ୍ତାବକୁ ୯୦ ଦିନ ଭିତରେ ପୂର୍ଣ୍ଣ ବହୁମତରେ କରି ପାରିଥିଲେ।
କେନ୍ଦ୍ରାପଡା. ୭୫୪୨୪୪
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।