ଉମାକାନ୍ତ ଦାସ
ମାତୃ ଦିବସରେ ସଭିଏଁ ହୋଇ ଥାଉ ମଗନ ।।
ବାର୍ଦ୍ଧକ୍ୟରେ ଦେଉ ଯନ୍ତ୍ରଣା ମାନୁ ନାହୁଁ ବଚନ,
ମାତୃ ଦିବସରେ ଭକତ ହେଉ ଆମ୍ଭେ ମହାନ ।।
ମିଡିଆରେ ଛାଡୁ ଫଟୋକୁ ଧରି ମାତା ଚରଣ,
ସାକ୍ଷାତରେ ମହା ଭକତ କରୁ ମାତୃ ଯତନ ।।
ଆଦର୍ଶ ଦେଖାଉ ସଭିଙ୍କୁ ହୋଇ ସୁସନ୍ତାନ,
ଏକାଦଶ ଭୁରିଭୋଜନେ ବାଣ୍ଟୁ ନାନାଦି ଅନ୍ନ ।।
ବାରଦିନ ସନ୍ଧ୍ୟା ହୋଇଲେ କରୁ ନାମ କୀର୍ତ୍ତନ,
ବାରଦିନ ସନ୍ଧ୍ୟା ହୋଇଲେ କରୁ ନାମ କୀର୍ତ୍ତନ,
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।