ସତରେ ଆଜି ଭାରତ ମା' ଆଖିରୁ ଝର ଝର ଲୁହ ଝରୁଛି ।
ରକ୍ତ ଦିଅ ବୋଲି ପୁଣି ଆହ୍ବାନ କରୁଛି ।
କେତେ ଭାରତୀୟ ବୀର ପୁତ୍ରଙ୍କ ଜୀବନ ଅକlଳରେ ଚାଲିଗଲା ।
୪0ଟି ଅମୂଲ୍ୟ ଜୀବନ ପୁଲଓମାର ବୋମା ମାଡ଼ରେ
ଘର ପରିବାର ଲୋକଙ୍କ ପ୍ରତୀକ୍ଷା ପ୍ର୍ରତୀକ୍ଷlରେ ରହିଗଲା ।
ସେମାନେ ଫେରିଲିନି ; ଫେରିଲା ମର ଶରୀର ।
ସବୁ ଦେଶବାସୀ ମନରେ ନିଆଁ ଜଳୁଛି
ପ୍ରତିଶୋଧ ନେବାକୁ ହେବ । ପାକିସ୍ତାନକୁ ଦଣ୍ଡ ଦେବାକୁ ହେବ ।
ଭୁବନେଶ୍ବର


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।