ତୋତେ ଯେ ମାଇଲା
ତା'କୁ ତୁ ମାର l
ଏଥିରେ କରନା
ବାଛ ବିଚାର ll
ସ୍ଵତନ୍ତ୍ର ସୁବିଧା
ବାଜ୍ୟାପ୍ତ କର l
ତିନିଶ' ସତୁରି
ଉଚ୍ଛେଦ କର ll
ବିକାଶ ପଛକେ
ନ ହେଉ ଜନ୍ମ l
ମ୍ୟାଆପ୍ରୁ ଉଡ଼ା
ପାକ୍ର ନାମ ll
କାହାକୁ ଘଇତା
କରିଛି ସିଏ l
ବାହାରି ଆସରେ
ଶ୍ଵଶୁର ପୁଏ ll
ଆରେ ନେତା ଗଣ
ପାର୍ଟିକୁ ଛାଡ l
ଚଉକି ମୋହରେ
ଜମା ନ ପଡ ll
ସିନ୍ଧୁ ନଦୀ ପାଣି
ସମୁଦ୍ର ଯାଉ l
ପାକିସ୍ତାନ ଗୋଟେ
ବୁନ୍ଦା ନ ପାଉ ll
ନାତେ ନ ପାରିଲେ
ଭାତରେ ମାର I
ନୋହିଲେ ଜହର
ପିଇ କି ମର ll
ପଛକୁ ଥାଉ l
ପାକିସ୍ତାନେ ଶୋକ
ସଭାଟା ହେଉ ll
ସର୍ଜିକାଲ ଛାଡି
ସର୍ଜରୀ କର l
ସାବାଡ ହେଉ ସେ
ବାୟା କୁକୁର ll
ଯଦି ତମେ ଗୋଟେ
ବୋପାର ପିଲା l
ତେବେ ବାଃ ବାଃ
ପାଇବ ଭଲା ll
ନାଇଁ ଯଦି ତେମେ
ଅଣ ପୁରୁଷା l
ଲାଙ୍ଗୁଡ଼କୁ ଜାକି
ଲୁଚରେ ମୂଷା ll
ଦିଅ ନାଇଁ ୟା'କୁ
ପଲିଟିକ୍ସ ରଙ୍ଗ l
ଲୋକ ବୁଝିଲେଣି
ତମ ସୁଆଙ୍ଗ ll
ବେଶି ଲେଖିବାକୁ
ଧଇଯ୍ଯ ନାଇଁ l
ଇଚ୍ଛା ପାକିସ୍ତାନ
ଯାଆନ୍ତି ଧାଇଁ ll
ସହିଦ୍ ଙ୍କୁ ମୋର
କୋଟି ସଲାମ l
ତୁମ୍ଭ ବଳିଦାନେ
ବାଧେ ମରମ ll
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି I ସଲାମ୍ ଶହୀଦ୍ l ଜୟ ହିନ୍ଦ l ବନ୍ଦେ ମାତରମ୍ I
ବନ୍ଦେ ଉତ୍କଳ ଜନନୀ l ଜୟ ଜଗନ୍ନାଥ ସ୍ଵାମୀ l
(ଡ଼ିଆ,ନିରାକାରପୁର,ଖୋର୍ଦ୍ଧା)
ଜୟ ସାହିତ୍ୟ, ଜୟ ସମାଜ(ଡ଼ିଆ,ନିରାକାରପୁର,ଖୋର୍ଦ୍ଧା)


ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା l ଜୟ ଜଗନ୍ନାଥ ସ୍ଵାମୀ
ReplyDelete