ଅକ୍ଷୟ ଓଝା
କ୍ୟାଣ୍ଡଲ ମାର୍ଚ୍ଚରେ କ୍ୟାଣ୍ଡଲ ଲିଭୁ ଲିଭୁ ସରିଗଲା ଦେଶପ୍ରେମ ; ଦେଶ ପ୍ରତି ଦାୟିତ୍ଵ । ଶହୀଦକୁ ଶ୍ରଦ୍ଧାଞ୍ଜଳୀ ? କିଛି ପ୍ରତିଜ୍ଞା କଲେକି ?ଦେଶ ଦ୍ରୋହୀଙ୍କୁ ଭୋଟ ଦେବାନି ! ନା ଭୋଟ ସେଇଆଙ୍କୁ ଦେବା ଯିଏ ଏଇ କାଣ୍ଡର ଜଡ ? ସେମାନେ ଆମକୁ ଶସ୍ତାରେ କିଣି ନେବେ ।
ବହଲେଇ ଫୁସୁଲେଇ ଭୋଟ ନେବେ । ଆମେ କେବଳ ସେଇ ଭେଡିଆଙ୍କୁ ଭୋଟ ଦିଅନ୍ତି । ଆଉ ଏଇଭଳି ଅନର୍ଥ ହେଇଗଲେ ପୁଣି ଆମେମାନେ ଏ ଭଳି ବାହୁଲ୍ୟ କ୍ୟାଣ୍ଡେଲ ମାର୍ଚ୍ଚରେ ବାହାରି ପଡନ୍ତି ସତେ ଯେମିତି ଶହୀଦ ଫେରି ଆସିବ । ତା' ଉଜୁଡା ପରିବାରର ପୁଣି ଥରେ ହସ ଖୁସି ଫେରି ଆସିବ ।
ମୁଁ ଶହୀଦ ମାନଙ୍କୁ ହୃଦୟରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇ ଆଜି ଶପଥ ନେଲି ଯେ ଦେଶଦ୍ରୋହୀ ଓ ଦେଶ ବିରୋଧୀ ରାଜାନୈତିକ ଦଳକୁ ଭୋଟ ଦେବି ନାହିଁ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।