7/05/2019

ଭକତି ପ୍ରଦୀପ ଜାଳିଦିଅ ହୃଦେ

ପ୍ରଦୀପ କୁମାର ସାହୁ

ଭକତି ପ୍ରଦୀପ ଜାଳିଦିଅ ହୃଦେ
    ତୁମେ ପ୍ରଭୁ ଅନୁକୂଳ
କୋଟି ଜନମର ଅଜ୍ଞାନ ତିମିର
    ଏ ଜନମେ ହେବ  ଦୂର ।
ଜୀବନ ମୋହର ବିତି ଯାଉ ପ୍ରଭୁ
     ତୁମ ନାମ ତୁଣ୍ଡେ ଧରି,
ପାପ କଳୁଷରୁ ମୁକତି କର ହେ
      ତୁମେ ପରା ମୋର ହରି ।

ଶିକ୍ଷକ,ସରସରା,ବୌଦ୍ଧ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।