7/05/2019

ବର୍ଷା ଋତୁର ସତର୍କ ସୂଚନା

ଡା: ମହେନ୍ଦ୍ର ପ୍ରସାଦ ଦାସ

ବର୍ଷାର ଆଗମନରେ ସମସ୍ତ କୀଟ ପତଙ୍ଗଙ୍କ ସହିତ ସାପ (ବିଷଧର )ମାନେ ଛୁଆ ଫୁଟାଇ ଥାଆନ୍ତି । ତେଣୁ ଶୁଖିଲା ଅନ୍ଧାରୁଆ ଯାଗା ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ସେଠାକୁ ଯିବା ଆସିବା କରିବା ପୂର୍ବରୁ ଭଲ ଭାବେ ନିରିକ୍ଷଣ କରନ୍ତୁ । ବିଶେଷକରି ଗାତରେ ପାଣି ପଶି ଯିବାରୁ ସାପ ଶୁଖିଲା ଓ ଅନ୍ଧାରିଆ ଯାଗାକୁ ଆସି ଯାଆନ୍ତି । ତେଣୁ ମାଟିଘର ଗୁଡିକ ନିୟମିତ ଗୋବରରେ ଲିପା ପୋଛା କରନ୍ତୁ । ପ୍ରତିଦିନ ତିବ୍ରକଡାଗନ୍ଧଯୁକ୍ତ କଳା ଫିନାଇଲକୁ ଜଳରେ ମିଶ୍ରଣ କରି ଘରର ଦରଜା ତଥା ଘର ଚାରିପଟେ ସିଞ୍ଚନ (ଛିଂଚି) କରି ଦିଅନ୍ତୁ କୀଟ ପତଙ୍ଗ ସହିତ ସାପ ମଧ୍ୟ ଆସିବେ ନାହିଁ । ଏହା ନିଶ୍ଶୟ କରନ୍ତୁ  ; ପ୍ରତିଷେଧକ ଆପଣଙ୍କର ପରାମର୍ଶ ମୋର ।
 
(ବରିଷ୍ଠ ହୋମିଓପାଥ୍)
         *ଦୂର୍ବାଦଳ*
ୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।