ଉଦୟ ଭାନୁ
7/05/2019
ସୁରଭି ଯାଇଛି ହଜି
ସଂଗ୍ରାମ କେଶରୀ ରାଉତରାୟ
ଛୁଟୁଥିଲା ବାସ
ଗୋଲାପୀ ଅଧରେ ଭରା
କାମନାର ହସ
ତା ମଧୁ ମହକେ ଅଳି
କରେ ଯେ ଗୁଞ୍ଜନ।।
ତୃତୀୟ ସନ୍ଧ୍ୟାରେ ସେତ
ସାଜିନି ନାୟିକା
ସୁରଭି ଯାଇଛି ହଜି
ଝରିଛି କଳିକା
ଜାଣିଲି ସୁମନ ଆରେ
ଏହି ତୋ ଜୀବନ।।।
ସଭାପତି-ଉଦୟ ଭାନୁ ସାହିତ୍ୟ ସଂସଦ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।