କଲ୍ଲୋଳିନୀ ଭଞ୍ଜ (ଶିକ୍ଷୟିତ୍ରୀ)
ମଥାରେ ଦେବ ମୋ ସିନ୍ଦୂର ଟୋପାଏ
ପାଦେ ଅଳତାର ଗାର,
ଗଭାରେ ମୋହର ସଜାଇ ଦେବ ଗୋ
ସଜ ମଲ୍ଲୀର ହାର ।
ହାତେ ଦେବ ମୋର ନାଲି ନେଳି ଚୁଡି
ପିନ୍ଧାଇବ ପାଟ ଶାଢ଼ୀ ,
ଲୁହ ଝରାଇବ ଅଣ୍ଟିରେ ଧରିବ
ବିଞ୍ଚିବ ଖଇ କଉଡ଼ି ।
ୟା' ପରେ ଆଉ ତ ଛୁଟି ନିଅ ବୋଲି
କରିବିନି କେବେ କଳି,
ଶେଷ ଇଚ୍ଛା ମୋର ପୂରଣ କରିବ
ଏତିକି ମାତ୍ର ମୋ ଅଳି ।
ଖଣ୍ଡଗିରି, ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
ମଥାରେ ଦେବ ମୋ ସିନ୍ଦୂର ଟୋପାଏପାଦେ ଅଳତାର ଗାର,
ଗଭାରେ ମୋହର ସଜାଇ ଦେବ ଗୋ
ସଜ ମଲ୍ଲୀର ହାର ।
ହାତେ ଦେବ ମୋର ନାଲି ନେଳି ଚୁଡି
ପିନ୍ଧାଇବ ପାଟ ଶାଢ଼ୀ ,
ଲୁହ ଝରାଇବ ଅଣ୍ଟିରେ ଧରିବ
ବିଞ୍ଚିବ ଖଇ କଉଡ଼ି ।
ୟା' ପରେ ଆଉ ତ ଛୁଟି ନିଅ ବୋଲି
କରିବିନି କେବେ କଳି,
ଶେଷ ଇଚ୍ଛା ମୋର ପୂରଣ କରିବ
ଏତିକି ମାତ୍ର ମୋ ଅଳି ।
ଖଣ୍ଡଗିରି, ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।