ଶିବ ପ୍ରସାଦ ବାହିନୀପତି
ଢ଼ଳ ଢ଼ଳ ଯଉବନ
ତନୁ ମନେ ଶିହରଣ
ଶାଣ ଦିଆ ଛୁରୀ ପରି
ବିଦାରି ପକାଇଲା ଶରୀର...
ଆଉ କି ସମ୍ଭାଳି ହୁଏ..
ନିଜକୁ ସମର୍ପି ଦେଲେ
ରୂପଜିବୀର ରୂପା ମହଲେ
ନିର୍ଜନ ନିଶା ଗର୍ଜିଲା ବେଳେ...
ରେଡ୍ କରିବାକୁ ଯାଇ
ବେଡ୍ ଆବୋରି ନେଲେ
ରଙ୍ଗିଲା ବାବୁ ଜଣକ
ଚର୍ଚ୍ଚାରେ ଚର୍ଚ୍ଚାରେ ଭଦ୍ର ବ୍ଯକ୍ତି...
ଦେଖିବା ପାଇଁ ଦବଙ୍ଗ ଅଫିସର
କାରନାମା ଚୁଲ୍ବୁଲ୍ ପାଣ୍ଡେ
ରଙ୍ଗିଲା ପୁଲିସିର ସଙ୍ଗୀନ ଚିତ୍ର
ଭାଇରାଲ୍ ସୋସିଆଲ ମିଡିଆରେ...
ପ୍ରେମରେ ପ୍ରତାରଣା ପାଇବା ପରେ
ରୂପଜିବୀ କଲେ ଖୁଲମ୍ଖୋଲା ଖୁଲାସା..
ଦିଗନ୍ତ ବିସ୍ତାରି ଚର୍ଚ୍ଚିତ ଖବର
ଆଇନ୍ ଆଖିରେ ଅନ୍ଧ ପୁଟୁଳି...
ବାବୁ ପାଇଛନ୍ତି ରାଷ୍ଟ୍ରପତି ମେଡ଼ାଲ
ଇନ୍ସ୍ପେକ୍ଟର୍ ପାହ୍ଯାରେ ଅଛନ୍ତି
ଆଇନ୍ ରକ୍ଷକଙ୍କର
ବେଆଇନ ବ୍ଯାପାର...
ପ୍ରାଚୀର ଯଦି ଫସଲ ଖାଏ
ଚାଷୀ ମୁଣ୍ଡରେ ଚଡ଼କ..
ଓଡ଼ିଶା ଆଇନ୍ ବ୍ଯବସ୍ଥାରେ ଏତେ
ଦୁର୍ବଳତା ପରିତାପର ବିଷୟ...
ସମ୍ପାଦକ - ଉଦୟ ଭାନୁ
(ସାହିତ୍ୟ ଓ ସମାଜସେବା ସଙ୍ଗଠନ)
ଭାଟପଡ଼ା,ନିରାକାରପୁର, କଣାସ
(ପୁରୀ)
ଜୟ ସାହିତ୍ୟ, ଜୟ ସମାଜ
ଢ଼ଳ ଢ଼ଳ ଯଉବନ
ତନୁ ମନେ ଶିହରଣଶାଣ ଦିଆ ଛୁରୀ ପରି
ବିଦାରି ପକାଇଲା ଶରୀର...
ଆଉ କି ସମ୍ଭାଳି ହୁଏ..
ନିଜକୁ ସମର୍ପି ଦେଲେ
ରୂପଜିବୀର ରୂପା ମହଲେ
ନିର୍ଜନ ନିଶା ଗର୍ଜିଲା ବେଳେ...
ରେଡ୍ କରିବାକୁ ଯାଇ
ବେଡ୍ ଆବୋରି ନେଲେ
ରଙ୍ଗିଲା ବାବୁ ଜଣକ
ଚର୍ଚ୍ଚାରେ ଚର୍ଚ୍ଚାରେ ଭଦ୍ର ବ୍ଯକ୍ତି...
ଦେଖିବା ପାଇଁ ଦବଙ୍ଗ ଅଫିସର
କାରନାମା ଚୁଲ୍ବୁଲ୍ ପାଣ୍ଡେ
ରଙ୍ଗିଲା ପୁଲିସିର ସଙ୍ଗୀନ ଚିତ୍ର
ଭାଇରାଲ୍ ସୋସିଆଲ ମିଡିଆରେ...
ପ୍ରେମରେ ପ୍ରତାରଣା ପାଇବା ପରେ
ରୂପଜିବୀ କଲେ ଖୁଲମ୍ଖୋଲା ଖୁଲାସା..
ଦିଗନ୍ତ ବିସ୍ତାରି ଚର୍ଚ୍ଚିତ ଖବର
ଆଇନ୍ ଆଖିରେ ଅନ୍ଧ ପୁଟୁଳି...
ବାବୁ ପାଇଛନ୍ତି ରାଷ୍ଟ୍ରପତି ମେଡ଼ାଲ
ଇନ୍ସ୍ପେକ୍ଟର୍ ପାହ୍ଯାରେ ଅଛନ୍ତି
ଆଇନ୍ ରକ୍ଷକଙ୍କର
ବେଆଇନ ବ୍ଯାପାର...
ପ୍ରାଚୀର ଯଦି ଫସଲ ଖାଏ
ଚାଷୀ ମୁଣ୍ଡରେ ଚଡ଼କ..
ଓଡ଼ିଶା ଆଇନ୍ ବ୍ଯବସ୍ଥାରେ ଏତେ
ଦୁର୍ବଳତା ପରିତାପର ବିଷୟ...
ସମ୍ପାଦକ - ଉଦୟ ଭାନୁ
(ସାହିତ୍ୟ ଓ ସମାଜସେବା ସଙ୍ଗଠନ)
ଭାଟପଡ଼ା,ନିରାକାରପୁର, କଣାସ
(ପୁରୀ)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।