ପ୍ରଶାନ୍ତ କୁମାର ମହାନ୍ତି
(କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)

ସତ କହିବି ମୁଁ ସତ କହିବି,
ମିଛ ଠୁ ନିଜକୁ ଦୂରେଇ ଦେବି ।
ମିଛ କହି କିଏ ବଡ ହୋଇଛି,
ମିଛ କହି ସିନା ଦଣ୍ଡ ପାଇଛି । ।
ସତର ବାଟ ତ ନୁହେଁ ସହଜ,
ଦୁଃଖ ପରେ ସୁଖ,ଏ କଥା ହେଜ ।
ସତକୁ ଯିଏ ସେ,ନିଜର କରେ
ଦୁନିଆଁରେ ସିଏ,ଅମର ହୁଏ, । ।
ସତ କହି ପଛେ, ଜୀବନ ଯାଉ,
ମିଛ ଠୁ ଜୀବନ, ଦୂରରେ ଥାଉ ।
ଯେତେ କଷ୍ଟ ଆସୁ, ଜୀବନେ ମୋର,
ସତକୁ କରିବି, ମୁଁ ଆପଣାର । ।
ପିଲା ଦିନୁ ଏଇ ବ୍ରତ କରିବ,
ଚଲାପଥେ, ଆମ ଫୁଲ ଫୁଟିବ ।
ବ୍ରାହ୍ମଣ ସାଇଲୋ,କଟକ-୦୧୮
ଜୟ ସାହିତ୍ୟ, ଜୟ ସମାଜ
(କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)

ସତ କହିବି ମୁଁ ସତ କହିବି,
ମିଛ ଠୁ ନିଜକୁ ଦୂରେଇ ଦେବି ।
ମିଛ କହି କିଏ ବଡ ହୋଇଛି,
ମିଛ କହି ସିନା ଦଣ୍ଡ ପାଇଛି । ।
ସତର ବାଟ ତ ନୁହେଁ ସହଜ,
ଦୁଃଖ ପରେ ସୁଖ,ଏ କଥା ହେଜ ।
ସତକୁ ଯିଏ ସେ,ନିଜର କରେ
ଦୁନିଆଁରେ ସିଏ,ଅମର ହୁଏ, । ।
ସତ କହି ପଛେ, ଜୀବନ ଯାଉ,
ମିଛ ଠୁ ଜୀବନ, ଦୂରରେ ଥାଉ ।
ଯେତେ କଷ୍ଟ ଆସୁ, ଜୀବନେ ମୋର,
ସତକୁ କରିବି, ମୁଁ ଆପଣାର । ।
ପିଲା ଦିନୁ ଏଇ ବ୍ରତ କରିବ,
ଚଲାପଥେ, ଆମ ଫୁଲ ଫୁଟିବ ।
ବ୍ରାହ୍ମଣ ସାଇଲୋ,କଟକ-୦୧୮
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।