। ମାନବ।।
ଅଟକାଇ ପାରିଲିନି ନିଜକୁ
କୋଳେଇ ଆଣିବା ପରେ ବାହୁରେ
ଅନୁଭବ କଲି
ତା' ମିଠା ନିଆଁରେ
ମୁଁ ବି ଜଳିବାକୁ ଲାଗିଲିଣି
ତଥାପି...
ତାକୁ ଶାନ୍ତ କରିବା ପାଇଁ
ଉତ୍ତାପ ନେଇଗଲି ନିଜ ଭିତରକୁ
ନିଜ ଭିତରକୁ କାହିଁକି ନା
ଫୁଲ ରେ ଲାଗିଛି ନିଆଁ ।।
🌹 ଭଦ୍ରକ 8280601848
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।