ଉଦୟ ଭାନୁ
10/03/2019
ଆସ ଫେଣ୍ଟିବା
ବିଭୁତି ଭୂଷଣ ତ୍ରିପାଠୀ
ମୁଁ ବୁଝେନା
ବୁଝାଏ ଖାଲି
କରି ବିରାଟ ପାଟି,
ଏବେ ଭାବୁଛି
ମୁଁ'ର ମାନେ
ଶେଷରେ ହେବ ମାଟି ।
ଯିଏ ଆରମ୍ଭ
ସିଏ ହିଁ ଶେଷ
ମିଛେ ହୁଏ ମୁଁ ଘାଣ୍ଟି ,
କିଆଁ ବିଳମ୍ବ
ନିଜେ ମୁଁ ଆଗ
ମୁଉଁତ୍ବ ଦେବି ଫେଣ୍ଟି ।
ଓଷକଣା-ନାଉଗାଁ-ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।