3/01/2020

କାହାକୁ ନୁହଁ ମ !

ପ୍ରଦୀପ ବନ୍ଧ
ମୋର ଅଳସୁଆ ପଣ
ହିଁ ମୋତେ
ଏମିତି ସଜେଇ ଦେଇଛି।।
ହା ହା ହା ହା ହା ହା........

ଆପଣ ଯାହା କୁହନ୍ତୁ ପଛକେ                     
ମୋ ଭୁଲାଣିଆମି....
ଆଉ କାହାର ଖୁସି
ପାଇଁ ଟିକେ ବିବ୍ରତ...

।।ଏଇ ଯେମିତି ମୁଁ।।

ବେଳେବେଳେ ଆଖିତଳର
ଲୁହ ମାନେ ବି
ଅବୁଝା ପାଲଟିଯା'ନ୍ତି
ଓଠତଳେ ଲୁଚି ରହିଥିବା ହାସକୁ
ବତୁରେଇ କି ଖୁସି
ପା'ନ୍ତି କେଜାଣି ?
ତଥାପି, ତାଙ୍କ ନାରାଜ ପାଣିଆରେ
ମଣିଷର ଦିବ୍ୟାଙ୍ଗ ବଳି ପଡ଼ିଯାଏ।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।