ବିଭୁତି ଭୂଷଣ ତ୍ରିପାଠୀ
ଅହିଂସାର ଅସ୍ତ୍ରେ
ସତ୍ୟାଗ୍ରହ ପଥେ
ଗୁଳି ବିଦ୍ଧ ହେବା ଯାଏ,
ଦିଲ୍ଲୀ ଚଲୋ ଡାକେ
ବିମାନ ବିଧ୍ବଂସେ
ନିରୁଦ୍ଧିଷ୍ଟ ହେବା ଯାଏଁ ,
କ୍ରାନ୍ତିକାରୀ ସାଜି
ରକ୍ତେ ଭିଜି ଭିଜି
ରକ୍ତ ଶୂନ୍ୟ ହେବା ଯାଏଁ ,
ଗୋଟିଏ ମନ୍ତ୍ର
"ବନ୍ଦେ ମାତରଂ"
ସଂଗ୍ରାମୀ ହିଁ ଗାଇଥାଏ । -- (୧)
ସଂଗ୍ରାମୀ ଶହୀଦ
ହୋଇଯାଏ ସିନା
ସଂଗ୍ରାମ ସରି ନ ଥାଏ,
ଏବେର ସଂଗ୍ରାମ
ଦୁର୍ନୀତି ଦୁଷ୍କର୍ମୀ
ମୂଳ ପୋଛ ହେବା ଯାଏଁ ,
ଯେତେ ରାଷ୍ଟ୍ର ଦ୍ରୋହୀ
ବିଛିନ୍ନବାଦୀଙ୍କୁ
ରାଷ୍ଟ୍ରରୁ ତଡିବା ଯାଏଁ ,
ଛୋଟ ସିପାହୀରୁ
ରାଷ୍ଟ୍ର ସେବକ
ନିଜେ ହିଁ ବନିବା ଯାଏଁ ।--(୨)
ଗୋଟିଏ ମନ୍ତ୍ର
"ଭାରତ ମାତା କି ଜୟ"
ଓଷକଣା-ନାଉଗାଁ-ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
ଅହିଂସାର ଅସ୍ତ୍ରେ
ସତ୍ୟାଗ୍ରହ ପଥେ
ଗୁଳି ବିଦ୍ଧ ହେବା ଯାଏ,
ଦିଲ୍ଲୀ ଚଲୋ ଡାକେ
ବିମାନ ବିଧ୍ବଂସେ
ନିରୁଦ୍ଧିଷ୍ଟ ହେବା ଯାଏଁ ,
କ୍ରାନ୍ତିକାରୀ ସାଜି
ରକ୍ତେ ଭିଜି ଭିଜି
ରକ୍ତ ଶୂନ୍ୟ ହେବା ଯାଏଁ ,
ଗୋଟିଏ ମନ୍ତ୍ର
"ବନ୍ଦେ ମାତରଂ"
ସଂଗ୍ରାମୀ ହିଁ ଗାଇଥାଏ । -- (୧)
ସଂଗ୍ରାମୀ ଶହୀଦ
ହୋଇଯାଏ ସିନା
ସଂଗ୍ରାମ ସରି ନ ଥାଏ,
ଏବେର ସଂଗ୍ରାମ
ଦୁର୍ନୀତି ଦୁଷ୍କର୍ମୀ
ମୂଳ ପୋଛ ହେବା ଯାଏଁ ,
ଯେତେ ରାଷ୍ଟ୍ର ଦ୍ରୋହୀ
ବିଛିନ୍ନବାଦୀଙ୍କୁ
ରାଷ୍ଟ୍ରରୁ ତଡିବା ଯାଏଁ ,
ଛୋଟ ସିପାହୀରୁ
ରାଷ୍ଟ୍ର ସେବକ
ନିଜେ ହିଁ ବନିବା ଯାଏଁ ।--(୨)
ଗୋଟିଏ ମନ୍ତ୍ର
"ଭାରତ ମାତା କି ଜୟ"
ଓଷକଣା-ନାଉଗାଁ-ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।