ଜୟଦେବ ସେନାପତି
----------------------------------------------------------
ଓଡିଶାର ଶିକ୍ଷା ପ୍ରହସନ ମାତ୍ର
ଡେକୋରମ ଚାଲେ ବେଶି,
ଶିକ୍ଷକ ବିହୁନେ ବିଦ୍ୟାଳୟ ଚାଲେ
ଲୋକେ ହ୍ୱନ୍ତି ହସାହସି ।
ଟଙ୍କା ଛ'ହଜାରେ ଶିକ୍ଷକ ନିଯୁକ୍ତି
ବାଜ୍ୟେ କାମ ଗଦାଗଦା,
କାହିଁ କୋରାପୁଟ କାହିଁ ବଲାଙ୍ଗିରୀ
ଶୁଣିଲେ ଘୂରଇ ମଥା ।
ଚୁକ୍ତି ଭିତ୍ତିକଙ୍କ ଦରମା ଯେ ବଢେ
ନିୟମିତ ବ୍ୟବଧାନେ,
ଶିକ୍ଷାସହାୟକ କି ପାପ କରିଛି
ମରେ କାନ୍ଦି ରାତି ଦିନେ ।
ଶିକ୍ଷକ ମାନଙ୍କୁ ସରକାର ଆମ
କଲେ କାଟି କେତେ ଭାଗ,
ଇଂରେଜ ମାନଙ୍କୁ ପଲିସି ପକାଇ
ସ୍ୱ।ର୍ଥ ପାଇଁ ଦେଲେ ଥୋପ ।
ତୋସାମଦିଆଙ୍କୁ ସାଥୀ କରି ସିଏ
ଚଲାଇଲେ ରାଜନୀତି,
ଛାତ୍ରଛାତ୍ରୀ ଏଠି ସବୁଠି ପୀଡିତ
ଶିକ୍ଷା ଗଲା ବାଟ ହୁଡି ।
ସମାଜେ ବଢଇ ଖାଲି ବେକାରୀ ସମସ୍ୟା
ଲୋକେ ହ୍ୱନ୍ତି ଅଳସୁଆ,
ଚାଷବାସ ଛାଡି ମୋବାଇଲ୍ ଧରି
ଛକରେ ହୁଅନ୍ତି ଠିଆ ।
ଆଜି ଗୋଟେ ଗାଡି କାଲି ଗୋଟେ ଗାଡି
କିସ୍ତିରେ ଆଣନ୍ତି ଘର,
ତେଲ କିଣିବାକୁ ପଇସା ନପାଇ
ବାପାଙ୍କୁ ଦିଅନ୍ତି ମାଡ ।
ନିଶା ଖାଇ ଖାଲି ରାସ୍ତାରେ ବୁଲନ୍ତି
ଟୋକୀଙ୍କୁ ଲାଇନ୍ ମାରି,
କେବେ ଅଘଟଣ କେବେ ଦୁର୍ଘଟଣା
ଆସଇ ଜୀବନେ ମାଡି ।
💓💓💓💓💓💓💓💓💓💓💓💓💓
ବିଷ୍ଣୁପୁର ଉନ୍ନୀତ ମ.ଇଂ ଵିଦ୍ୟାଳୟ।
🌹🌹🌹💥💥🌹🌹🌹🌹🌹🌹🌹
ଜୟ ସାହିତ୍ୟ, ଜୟ ସମାଜ
----------------------------------------------------------
ଓଡିଶାର ଶିକ୍ଷା ପ୍ରହସନ ମାତ୍ର
ଡେକୋରମ ଚାଲେ ବେଶି,
ଶିକ୍ଷକ ବିହୁନେ ବିଦ୍ୟାଳୟ ଚାଲେ
ଲୋକେ ହ୍ୱନ୍ତି ହସାହସି ।
ଟଙ୍କା ଛ'ହଜାରେ ଶିକ୍ଷକ ନିଯୁକ୍ତି
ବାଜ୍ୟେ କାମ ଗଦାଗଦା,
କାହିଁ କୋରାପୁଟ କାହିଁ ବଲାଙ୍ଗିରୀ
ଶୁଣିଲେ ଘୂରଇ ମଥା ।
ଚୁକ୍ତି ଭିତ୍ତିକଙ୍କ ଦରମା ଯେ ବଢେ
ନିୟମିତ ବ୍ୟବଧାନେ,
ଶିକ୍ଷାସହାୟକ କି ପାପ କରିଛି
ମରେ କାନ୍ଦି ରାତି ଦିନେ ।
ଶିକ୍ଷକ ମାନଙ୍କୁ ସରକାର ଆମ
କଲେ କାଟି କେତେ ଭାଗ,
ଇଂରେଜ ମାନଙ୍କୁ ପଲିସି ପକାଇ
ସ୍ୱ।ର୍ଥ ପାଇଁ ଦେଲେ ଥୋପ ।
ତୋସାମଦିଆଙ୍କୁ ସାଥୀ କରି ସିଏ
ଚଲାଇଲେ ରାଜନୀତି,
ଛାତ୍ରଛାତ୍ରୀ ଏଠି ସବୁଠି ପୀଡିତ
ଶିକ୍ଷା ଗଲା ବାଟ ହୁଡି ।
ସମାଜେ ବଢଇ ଖାଲି ବେକାରୀ ସମସ୍ୟା
ଲୋକେ ହ୍ୱନ୍ତି ଅଳସୁଆ,
ଚାଷବାସ ଛାଡି ମୋବାଇଲ୍ ଧରି
ଛକରେ ହୁଅନ୍ତି ଠିଆ ।
ଆଜି ଗୋଟେ ଗାଡି କାଲି ଗୋଟେ ଗାଡି
କିସ୍ତିରେ ଆଣନ୍ତି ଘର,
ତେଲ କିଣିବାକୁ ପଇସା ନପାଇ
ବାପାଙ୍କୁ ଦିଅନ୍ତି ମାଡ ।
ନିଶା ଖାଇ ଖାଲି ରାସ୍ତାରେ ବୁଲନ୍ତି
ଟୋକୀଙ୍କୁ ଲାଇନ୍ ମାରି,
କେବେ ଅଘଟଣ କେବେ ଦୁର୍ଘଟଣା
ଆସଇ ଜୀବନେ ମାଡି ।
💓💓💓💓💓💓💓💓💓💓💓💓💓
ବିଷ୍ଣୁପୁର ଉନ୍ନୀତ ମ.ଇଂ ଵିଦ୍ୟାଳୟ।
🌹🌹🌹💥💥🌹🌹🌹🌹🌹🌹🌹
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।