ଶ୍ରୀମତୀ ଗୀତା ଦାସ
ଭାରତ ମାତାର ସନ୍ତାନ ଆମେରେ
ପୁଣ୍ଯଭୂମି ଆମ ଜନମ ଭୂଇଁ
ତା' କୋଳରେ ସର୍ବେ ହୋଇଅଛୁ ଧନ୍ୟ
କରୁଣା ଆଶିଷ ତାହାଠୁ ପାଇ ।
ଆସିଥିଲେ ଦିନେ ଏ ଦେଶେ ବଣିକେ
ଧନ ଦଉଲତେ ହୋଇଲେ ବଶ
କୁମାରିକା ଠାରୁ କାଶ୍ମିରୀ ଯାଏଁ
ମାଡ଼ି ବସିଲେ ସେ ଆମରି ଦେଶ ।
ମାତିଥିଲେ ନେତା ମାତିଲୁ ଜନତା
ମାତିଲୁ ସଦର୍ପେ ବୀର ସୈନିକ
ଛାଡ଼ି ପଳାଇଲେ ରାତାରାତି ସିଏ
କାପୁରୁଷ ପଣେ ବିଦେଶୀ ଯାକ ।
ସେଦିନୁ ତ୍ରିରଙ୍ଗା ଆମର
ରୀତିନୀତି ଧରି ତାକୁ ଉଡ଼ାଉ
ତା' ତଳରେ ଗାଉ ଜୟ ଭାରତର

ଧର୍ମ ଧାରଣାର ଶପଥ ନେଉ ।
ଧନ୍ୟ ଆମ ମାଆ ମାଟି ମାତୃଭୂମି
ଧନ୍ଯ ଆମେ ତା'ର ବୀର ସନ୍ତାନ
ତା' ଯଶ କୀରତି ଗାଉଥିବୁ ସଦା
ତା' ସୁରକ୍ଷା ଲାଗି ଦେଇ ଧିଆନ ।
ସମ୍ପାଦିକା - ଶୁଭଶ୍ରୀ ସାରଦା
ବଳରାମପୁର - କୁଜଙ୍ଗ - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
ଭାରତ ମାତାର ସନ୍ତାନ ଆମେରେ
ପୁଣ୍ଯଭୂମି ଆମ ଜନମ ଭୂଇଁ
ତା' କୋଳରେ ସର୍ବେ ହୋଇଅଛୁ ଧନ୍ୟ
କରୁଣା ଆଶିଷ ତାହାଠୁ ପାଇ ।
ଆସିଥିଲେ ଦିନେ ଏ ଦେଶେ ବଣିକେ
ଧନ ଦଉଲତେ ହୋଇଲେ ବଶ
କୁମାରିକା ଠାରୁ କାଶ୍ମିରୀ ଯାଏଁ
ମାଡ଼ି ବସିଲେ ସେ ଆମରି ଦେଶ ।
ମାତିଥିଲେ ନେତା ମାତିଲୁ ଜନତା
ମାତିଲୁ ସଦର୍ପେ ବୀର ସୈନିକ
ଛାଡ଼ି ପଳାଇଲେ ରାତାରାତି ସିଏ
କାପୁରୁଷ ପଣେ ବିଦେଶୀ ଯାକ ।
ସେଦିନୁ ତ୍ରିରଙ୍ଗା ଆମର
ରୀତିନୀତି ଧରି ତାକୁ ଉଡ଼ାଉ
ତା' ତଳରେ ଗାଉ ଜୟ ଭାରତର

ଧର୍ମ ଧାରଣାର ଶପଥ ନେଉ ।
ଧନ୍ୟ ଆମ ମାଆ ମାଟି ମାତୃଭୂମି
ଧନ୍ଯ ଆମେ ତା'ର ବୀର ସନ୍ତାନ
ତା' ଯଶ କୀରତି ଗାଉଥିବୁ ସଦା
ତା' ସୁରକ୍ଷା ଲାଗି ଦେଇ ଧିଆନ ।
ସମ୍ପାଦିକା - ଶୁଭଶ୍ରୀ ସାରଦା
ବଳରାମପୁର - କୁଜଙ୍ଗ - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।