ହାସ୍ୟମୟୀ ରାଜ୍
*************
ଦୁଇ ଧାର ତୋର
କାଟୁ ଯେ ହଜାର
ହିସାବ ତାହାର ନାହିଁ
କେବେ ସୁନ୍ଦର
କେବେ ଅସୁନ୍ଦର
କେବେ ତୁ ସୁଢଳ
କେବେ ଭୟଙ୍କର
ରୂପ ତୋ' ଦେଖାଉ ଥାଉ।
କାନେ କାନେ ଦେଉ
ବାରତା ହେ' ମିତ
ଠିକ୍ ଧରିଲେ
ମୋତେ ତୁମ ହାତ
କୃତଘ୍ନ ହେବିନି
କେବେ ଜୀବନରେ
ଲାଗିବି ସଦା ମୁଁ
ତୁମ ଉପକାରେ
ଢାଳିବନି ଆଉ ଲହୁ ।
ଅଜବ କିନ୍ତୁ ଏ
ଦୁନିଆର ରୀତି
ଭଲ ନୁହେଁ ସଦା
ମନ୍ଦେ ତା'ର ମତି
କାଗଜ ନୁହେଁ ସେ
କାନ ଦିଏ କାଟି
କରୁଥାଉ ଅଳି
ଦୁନିଆ ପାଖରେ
ଏକଥା ଜମା ନହେଉ ।
**********************
ଓରାଳି- ହାଟଡ଼ିହି - କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ
*************
ଦୁଇ ଧାର ତୋର
କାଟୁ ଯେ ହଜାର
ହିସାବ ତାହାର ନାହିଁ
କେବେ ସୁନ୍ଦର
କେବେ ଅସୁନ୍ଦର
କେବେ ତୁ ସୁଢଳ
କେବେ ଭୟଙ୍କର
ରୂପ ତୋ' ଦେଖାଉ ଥାଉ।
କାନେ କାନେ ଦେଉ
ବାରତା ହେ' ମିତ
ଠିକ୍ ଧରିଲେ
ମୋତେ ତୁମ ହାତ
କୃତଘ୍ନ ହେବିନି
କେବେ ଜୀବନରେ
ଲାଗିବି ସଦା ମୁଁ
ତୁମ ଉପକାରେ
ଢାଳିବନି ଆଉ ଲହୁ ।
ଅଜବ କିନ୍ତୁ ଏ
ଦୁନିଆର ରୀତି
ଭଲ ନୁହେଁ ସଦା
ମନ୍ଦେ ତା'ର ମତି
କାଗଜ ନୁହେଁ ସେ
କାନ ଦିଏ କାଟି
କରୁଥାଉ ଅଳି
ଦୁନିଆ ପାଖରେ
ଏକଥା ଜମା ନହେଉ ।
**********************
ଓରାଳି- ହାଟଡ଼ିହି - କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।