+++++++++++++++
ଗୌର ଚନ୍ଦ୍ର ପଣ୍ଡା (ଶିକ୍ଷକ)
+++++++++++++
କରୋନା ସତର୍କ ହେବା ପାଇଁ ବନ୍ଧୁ ଲେଖିଲି ଏହି ବିଧାନ...
କରୋନା ମହାମାରୀ ରୂପ ନେଇ ଅଛି...
ପୃଥିବୀ ଧ୍ବଂସର କାରଣ ।
କରୋନା ବ୍ଯାପିଲା ପୃଥିବୀରେ ଏବେ
ବିଶ୍ୱଯୁଦ୍ଧର ଆତଙ୍କ...
କରୋନାକୁ ଡ଼ରି ସମଗ୍ର ପୃଥିବୀ
ନର ସମାଜ ଆତଙ୍କିତ ।
କାହାକୁ ଛୁଇଁବା କାହକୁ ଧରିବା
କୋଳାଗ୍ରତ ଯେ ନ କରିବା...
କାହା ସାଥେ କଥା ହେଲେ ହିଁ ଆମେ
ବୂରତାକୁ ଧ୍ଯାନ ଦେବା ।
କାଶ , ଥଣ୍ଡା , ଛିଙ୍କ ରୋଗୀଙ୍କୁ ଯେ ଆମେ
ଦୂରରୁ ସତର୍କ ହେବା...
ଘରୁ ବାହାରିଲେ ଆମେ ମାକ୍ସ , ଗ୍ଲୋବ୍
ପିନ୍ଧି ଘରୁ ବାହାରିବା ।
ଘର ଭିତରକୁ ପ୍ରବେଶ କରୁଣୁ
ହାତ ହାଇ ବିନ୍ରେ ଧୋଇବା...
ହାତକୁ ମୁହଁରେ ଆଖି ନାକରେ ଯେ...
ନ ଧୋଇ ଯେ ନ ମାରିବା ।ସକାଳୁ ଉଠିବା ସମୟରେ ଭାଇ
ସୂର୍ଯ୍ୟାଲୋକେ ଠିଆ ହେବା
ଏକଘଣ୍ଟା କରି ସୂର୍ଯ୍ୟ କିରଣରେ
ଦେହକୁ ଉଷୁମ କରିବା ।
ଗରମ ଜଳକୁ ସବୁ ସମୟରେ
ସେବନ ଯେ କରୁଥିବା...
ଏପରି ସତର୍କ ରହିଲେ ଯେ ଆମେ...
କରୋନାରୁ ବଞ୍ଚିତ ହେବା ।
ଆସିକା
ଫୋ- ୯୭୭୬୦୪୬୩୩୩
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।