ଉଦୟ ଭାନୁ
5/31/2020
ପ୍ରଶ୍ନବାଚୀ
ଭାରତୀ ରଥ (ଶିକ୍ଷୟିତ୍ରୀ)
ଭାବନା ବିକ୍ଷିପ୍ତ
ଯନ୍ତ୍ରଣା ଅବ୍ୟକ୍ତ
ସ୍ୱପ୍ନ ସୁପ୍ତ
ଆଶା ମୃତ
ଜୀବନ ଅଦୃଶ୍ୟ
ହୃଦୟ ଅସ୍ପର୍ଶ
ରାତି ବିନିଦ୍ର
ଜୁଇ ପ୍ରଜ୍ଜ୍ଵଳିତ
ଇଏ କି ମୁହୂର୍ତ୍ତ ?
କେବଳ ଗୋଟିଏ ପ୍ରଶ୍ନ---
ମନରୁ ମଶାଣି କେତିକି ଦୂର ??
ରଗଡ଼ି, ବାଙ୍କୀ (କଟକ)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।