ଗୀତା ଷଡ଼ଙ୍ଗୀ

ନିମଦାରୁ ପୂଣ୍ୟବଳେ ଯଜ୍ଞ ଅନୁ୍ଷ୍ଠାନ କରି
ହୁଏ ଦିବ୍ୟଦାରୁ ସୁନାରୂପାର କୁରାଢିରେ
ଶଙ୍ଖ ଚକ୍ର ଗଦା ପଦ୍ମ ଦାରୁ କାଟି ନେଇଯା'ନ୍ତି
ଶୋଭିତ ସେ ଦାରୁ କଇଁଆକାଠ ଶଗଡିରେ
ପୂଣ୍ୟବନ୍ତ ଆଉକିଏ ଦଇତାପିଏ ଶବର ପଲ୍ଲୀରେ
ଅଛି ତାହାଠାରୁ ॥୦॥ ରହି ପୂଜନ୍ତି ଦାରୁଙ୍କୁ
ନାଗସାପ ରହିଥାଏ ନେବାକୁ ସେଠାରୁ ॥୨॥
ଗୁଡେଇ ସେ ଦାରୁ ଦେହରେ 🙏
ମଳୟ ମହକ ଖେଳେ
ସଦା ତାର ଚାରିପାଶରେ
ପାଶେ ଉଇହୁଙ୍କା ତୁଳସୀର ବଣ
ବେଷ୍ଟିତ ହୋଇ ଥାଆନ୍ତି
ସେହି ଦିବ୍ୟଦାରୁ ॥୧॥
ଜୟ ସାହିତ୍ଯ , ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।