(ଏହା କେବଳ ଜନତା ସଚେତନତା ପାଇଁ ଏକ ଭିନ୍ନ ଢ଼ଙ୍ଗର ରଚ଼ନା)
ଅନୀଲ କୁମାର ପ୍ରଧାନ
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ନୂଆ ରଙ୍ଗରେ
ଘଟଣା ଆମ ହଙ୍ଗାମା ହେବ
ଚାଇନା ଭୂତାଣୁରେ ...
ଖବର ଖାଲି ଜବର ହେବ
ଟି.ଭି- ଚେନେଲରେ ....I
ଝିଅ :
ହଁ ଭଲ ହେବ
ଖବରଟି ପୁରା ଜମିଯିବ ....l
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ନୂଆ ଢାଞ୍ଚାରେ
ତୁ ଖାସିବୁ ମୁଁ ଖାସିବି
ମୁଖା ଭିତରେ .....
ଖବର ଆମ ମୁଖ୍ୟ ହେବ
ଖବର କାଗଜରେ ......I
ଝିଅ :
ନହଲେ ମଜା ଆସିବନି ଯେ ....l
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ଜନ ଗହଳିରେ
ଭୂତାଣୁ ଆମେ ଆଣିବା ଟାଣି
ନିଜ ହାତରେ .......
ଆମରି କଥା ହଙ୍ଗାମା ହେବ
ରେଡ଼ିଓ ଚେନେଲରେ ......I
ଝିଅ :
ଜଳିବ
ଆଉ ଚେନେଲ ଖାଲି ଦହୋଲିବ
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ନୂଆ ରୂପରେ ...
କରୋନା ଆମେ ହାତରେ ଧରି
ସାଙ୍ଗ ମେଳରେ ...
ହଁ ହଁ ଘରେ ବାହାରେ
ନିୟୁଜୁ ଖାଲି ଫିଉଜୁ ହେବ
ସବୁ ଚେନେଲରେ ,
ଦେଶ ବିଦେଶରେ ....I
ଝିଅ :
ମଜା ଆସିଯିବ
TRP ବଢିବ
ପୂରା ଭାଇରାଲ ..l
ପୁଅ :
ଚାଲ ଗୋରୀ ଖେଳିବା ହୋଲି
କରୋନା ସ୍ଥାନରେ
ସକାଳୁ ଯାଇ ପହଞ୍ଚି ଯିବା
ମଶାଣି ଭୂଇଁରେ ..
ସବୁ ଆଡ଼େ ଷ୍ଟ୍ରlଇକି ହେବ
ଏହି ଖବରରେ ..l
ଝିଅ :
ଆଉ ଥିବା ଯେ ଦେଖିବା
ନାଇଁ ଥାଉ
ଖେଳିବା ଦରକାର ନାଇଁ
TRP ନହେଉ
ମୋ' ହାଇଲାଇଟି ବାର୍ଲାଇଟି ନହେଉ l
ମହାଲିକପଡ଼ା , ବୌଦ୍ଧ - ୭୬୨୦୨୦
ଜୟ ସାହିତ୍ୟ, ଜୟ ସମାଜ
ଅନୀଲ କୁମାର ପ୍ରଧାନ
ପୁଅ :ଚାଲ ଗୋରୀ ଖେଳିବା ହୋଲି
ନୂଆ ରଙ୍ଗରେ
ଘଟଣା ଆମ ହଙ୍ଗାମା ହେବ
ଚାଇନା ଭୂତାଣୁରେ ...
ଖବର ଖାଲି ଜବର ହେବ
ଟି.ଭି- ଚେନେଲରେ ....I
ଝିଅ :
ହଁ ଭଲ ହେବ
ଖବରଟି ପୁରା ଜମିଯିବ ....l
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ନୂଆ ଢାଞ୍ଚାରେ
ତୁ ଖାସିବୁ ମୁଁ ଖାସିବି
ମୁଖା ଭିତରେ .....
ଖବର ଆମ ମୁଖ୍ୟ ହେବ
ଖବର କାଗଜରେ ......I
ଝିଅ :
ନହଲେ ମଜା ଆସିବନି ଯେ ....l
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ଜନ ଗହଳିରେ
ଭୂତାଣୁ ଆମେ ଆଣିବା ଟାଣି
ନିଜ ହାତରେ .......
ଆମରି କଥା ହଙ୍ଗାମା ହେବ
ରେଡ଼ିଓ ଚେନେଲରେ ......I
ଝିଅ :
ଜଳିବ
ଆଉ ଚେନେଲ ଖାଲି ଦହୋଲିବ
ପୁଅ :
ଚାଲ ଗୋରୀ ଖେଳିବା ହୋଲି
ନୂଆ ରୂପରେ ...
କରୋନା ଆମେ ହାତରେ ଧରି
ସାଙ୍ଗ ମେଳରେ ...
ହଁ ହଁ ଘରେ ବାହାରେ
ନିୟୁଜୁ ଖାଲି ଫିଉଜୁ ହେବ
ସବୁ ଚେନେଲରେ ,
ଦେଶ ବିଦେଶରେ ....I
ଝିଅ :
ମଜା ଆସିଯିବ
TRP ବଢିବ
ପୂରା ଭାଇରାଲ ..l
ପୁଅ :
ଚାଲ ଗୋରୀ ଖେଳିବା ହୋଲି
କରୋନା ସ୍ଥାନରେ
ସକାଳୁ ଯାଇ ପହଞ୍ଚି ଯିବା
ମଶାଣି ଭୂଇଁରେ ..
ସବୁ ଆଡ଼େ ଷ୍ଟ୍ରlଇକି ହେବ
ଏହି ଖବରରେ ..l
ଝିଅ :
ଆଉ ଥିବା ଯେ ଦେଖିବା
ନାଇଁ ଥାଉ
ଖେଳିବା ଦରକାର ନାଇଁ
TRP ନହେଉ
ମୋ' ହାଇଲାଇଟି ବାର୍ଲାଇଟି ନହେଉ l
ମହାଲିକପଡ଼ା , ବୌଦ୍ଧ - ୭୬୨୦୨୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।