ହେ' ମୋର ମାଆ ମାଟି
ସଂଗ୍ରାମ କେଶରୀ ରାଉତରାୟ
ସମୟ ପେଟରୁ ସୃଷ୍ଟି ଆସିଲା
ଜୀବନ ହସିଲା ଏଠି
ସେଇ ଜୀବନକୁ ସାଇତିବା ପାଇଁ
ଛାତି ଚିରି ଦେଲା ମାଟି ।
ହାତ ଯୋଡ଼ି ଦେଇ ମଣିଷ କହିଲା
ହେ ମୋର ମାଆ ମାଟି
ଜୀବ ଗଲା ବେଳେ ଏ ଦେହ ଖୋଜିବ
ମୁଠାଟିଏ ମାତ୍ର ମାଟି ।
ହେ' ମୋର ମାଆ ମାଟି ।।

ସଭାପତି - ଉଦୟ ଭାନୁ
🔉ଜୟ ସାହିତ୍ଯ ଜୟ ସମାଜ🔏
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।