%%%%%%%
ଭାସ୍କର ରାଉତ
%%%%%%%

ଆତଙ୍କବାଦୀଠୁଁ ବଳିଛି କୋରୋନ
ଚୀନ୍ର ନାହିଁ ତାକତ
ଗ୍ଳାସୀୟରେ ରହି ହୁଁ'କାର ଦିଅଇ
ଜାଗ୍ରତ ରୁହ ଭାରତ ।
ସାରା ବିଶ୍ବ ଆଜି ସଜାଗ ହେଲେଣି
ଚୀନ୍ ବୋମା ଦେଖିଣ
କାହୁଁ ସେ ପାଇଲା କେଉଁଠୁଁ ଆଣିଲା
ଫୁଟିଲା ସେଠାରେ ଜାଣ ।
ବିସ୍ଫୋରିତ ବୋମା ମାନୁନାହିଁ ଜମା
ନେଇ ସହସ୍ର ଜୀବନ
ନିମିଷ ମଧ୍ୟରେ ମାଡି ସେ ଯାଏରେ
ଆତଙ୍କିତ ଜନମନ ।
ଚୌରାଳିଶି ସସ୍ର ହେଲେଣି ପୀଡିତ
ତା'ର ବିଷ ବଳୟରେ
ସାରା ବିଶ୍ବ ଆଜି ଉଠିଛନ୍ତି ଜାଗି
କରିବାକୁ ନିଷ୍କ୍ରୀୟରେ ।
ମାନୁନାହିଁ ଜମା ଏମିତି ସେ ବୋମା
ନାମ କୋରିଡ୍ ଉଣିଶି(WHO)
ଚୀନ୍ ବୈଜ୍ଞାନିକ ରଖନ୍ତି ସେ ମତ
ଅଧା ବିଶ୍ବ ଯିବ ଭାସି ।
ଭଲ ଭୂତ ଅଣୁ ତାକୁ ନ ପ୍ରମାଣୁ
ତଥାପି କରିବା ଚେଷ୍ଟା
ବଞ୍ଚାଇବା ବିଶ୍ବ ନହରା ବିଶ୍ବାସ
ଲାଗିବା ରଖିଣ ନିଷ୍ଠା ।
🌷🙏🌷🙏🌷🙏🌷🙏🌷
ଦେବମାୟା ଭବନ
ଶେରଗଡ଼ , ଗଞାମ
ଯୋଗାଯୋଗ - ୯୭୭୬୪୮୬୬୨୮୩
ଜୟ ସାହିତ୍ୟ, ଜୟ ସମାଜ
ଭାସ୍କର ରାଉତ
%%%%%%%

ଆତଙ୍କବାଦୀଠୁଁ ବଳିଛି କୋରୋନ
ଚୀନ୍ର ନାହିଁ ତାକତ
ଗ୍ଳାସୀୟରେ ରହି ହୁଁ'କାର ଦିଅଇ
ଜାଗ୍ରତ ରୁହ ଭାରତ ।
ସାରା ବିଶ୍ବ ଆଜି ସଜାଗ ହେଲେଣି
ଚୀନ୍ ବୋମା ଦେଖିଣ
କାହୁଁ ସେ ପାଇଲା କେଉଁଠୁଁ ଆଣିଲା
ଫୁଟିଲା ସେଠାରେ ଜାଣ ।
ବିସ୍ଫୋରିତ ବୋମା ମାନୁନାହିଁ ଜମା
ନେଇ ସହସ୍ର ଜୀବନ
ନିମିଷ ମଧ୍ୟରେ ମାଡି ସେ ଯାଏରେ
ଆତଙ୍କିତ ଜନମନ ।
ଚୌରାଳିଶି ସସ୍ର ହେଲେଣି ପୀଡିତ
ତା'ର ବିଷ ବଳୟରେ
ସାରା ବିଶ୍ବ ଆଜି ଉଠିଛନ୍ତି ଜାଗି
କରିବାକୁ ନିଷ୍କ୍ରୀୟରେ ।
ମାନୁନାହିଁ ଜମା ଏମିତି ସେ ବୋମା
ନାମ କୋରିଡ୍ ଉଣିଶି(WHO)
ଚୀନ୍ ବୈଜ୍ଞାନିକ ରଖନ୍ତି ସେ ମତ
ଅଧା ବିଶ୍ବ ଯିବ ଭାସି ।
ଭଲ ଭୂତ ଅଣୁ ତାକୁ ନ ପ୍ରମାଣୁ
ତଥାପି କରିବା ଚେଷ୍ଟା
ବଞ୍ଚାଇବା ବିଶ୍ବ ନହରା ବିଶ୍ବାସ
ଲାଗିବା ରଖିଣ ନିଷ୍ଠା ।
🌷🙏🌷🙏🌷🙏🌷🙏🌷
ଦେବମାୟା ଭବନ
ଶେରଗଡ଼ , ଗଞାମ
ଯୋଗାଯୋଗ - ୯୭୭୬୪୮୬୬୨୮୩
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।