ସୁଦୀପ୍ତା ବେହେରା
¥¥¥¥¥¥¥¥¥¥¥¥
ଅତର୍କିତ ଆଗମନ ଜଳ ସ୍ଥଳ ନଭ ଗିରି ବନ
ତବ କୋପେ କଳିଯୁଗ ଶେଷ ପାହାଚ଼
ରୌଦ୍ର ସମ ଦହ୍ୟମାନ ଦିଅଇ ସଙ୍କେତ ।
ସମଗ୍ର ପୃଥିବୀ ତବ ଆଗମନ
ହାହାକାର ପ୍ରତି ହୃଦେ ହୃଦେ ମନେ ଭରେ ଦୁଃଖ ଅଶ୍ରୁ
ଆଶା ଓ ଆଶଙ୍କା ବିଛେଦ ସମ୍ପର୍କ ସୋଦର
ପ୍ରତିଟି ହୃଦୟେ ..... ଫେରିଯାଅ ତୁମେ
ଭୀମ ରୂପ ମହାମାରୀ ନ ଚ଼ାହେଁ ଏ ବିଶ୍ବ
ବିନା ଶିବ ସମଗ୍ର ସଂସାର ତବ ସ୍ପର୍ଶ ସନ୍ଦିଗ୍ଧ ଗୋପନେ ।
🌾🌾🌾🌾🌾🌾🌾🌾🌾🌾🌾
ସରକାରୀ ଉଚ୍ଚ ବାଳିକା ବିଦ୍ଯାଳୟ
ଅନ୍ତରବା , ଗଜପତି
🌾🌾🌾🌾🌾🌾🌾🌾🌾🌾
🚵ଜୟ ସାହିତ୍ଯ , ଜୟ ସମାଜ🚵
¥¥¥¥¥¥¥¥¥¥¥¥
ଅତର୍କିତ ଆଗମନ ଜଳ ସ୍ଥଳ ନଭ ଗିରି ବନ
ତବ କୋପେ କଳିଯୁଗ ଶେଷ ପାହାଚ଼
ରୌଦ୍ର ସମ ଦହ୍ୟମାନ ଦିଅଇ ସଙ୍କେତ ।
ସମଗ୍ର ପୃଥିବୀ ତବ ଆଗମନ
ହାହାକାର ପ୍ରତି ହୃଦେ ହୃଦେ ମନେ ଭରେ ଦୁଃଖ ଅଶ୍ରୁ
ଆଶା ଓ ଆଶଙ୍କା ବିଛେଦ ସମ୍ପର୍କ ସୋଦର
ପ୍ରତିଟି ହୃଦୟେ ..... ଫେରିଯାଅ ତୁମେ
ଭୀମ ରୂପ ମହାମାରୀ ନ ଚ଼ାହେଁ ଏ ବିଶ୍ବ
ବିନା ଶିବ ସମଗ୍ର ସଂସାର ତବ ସ୍ପର୍ଶ ସନ୍ଦିଗ୍ଧ ଗୋପନେ ।
🌾🌾🌾🌾🌾🌾🌾🌾🌾🌾🌾
ସରକାରୀ ଉଚ୍ଚ ବାଳିକା ବିଦ୍ଯାଳୟ
ଅନ୍ତରବା , ଗଜପତି
🌾🌾🌾🌾🌾🌾🌾🌾🌾🌾
🚵ଜୟ ସାହିତ୍ଯ , ଜୟ ସମାଜ🚵

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।