''''''''''''''''''''''''''''''''''''''''''''''''''''''''''''''''''''''''
ବ୍ଯଙ୍ଗକବି ପ୍ରତାପ ରଶ୍ମି ନାୟକ
''''''''''''''''''''''''''''''''''''''''''''''''''''''''''''ସାରା ବିଶ୍ୱରେ କୋକୁଆ ଭୟ
ଆତଙ୍କ କରୁଛି କରୋନା
କୋଭିଡ୍ ୧୯ ନାମିତ ହେଲା
ପ୍ରଥମେ ଆସିଲା ଚାଇନା
କରୋନା କରୋନା କରୋନା
କରୋନା ଭୟରେ ଆତଙ୍କିତ ହୋଇ
ସବୁ ଆଗୁଆ ବନ୍ଦ ଘୋଷଣା
ମହାମାରୀର ଭୂତାଣୁ ବ୍ୟାପୁଛି
ମୁକାବିଲା କର ଡ଼ରନା
ସୋସିଆଲ ମିଡିଆରେ ମିଛ ଗୁଜବକୁ
ଶୁଣିକି ଅଥୟ ହୁଅନା
ପରିଷ୍କାର ପରିଛନ୍ନତାରେ ରୁହ
ଛାଡି ପଳେଇବ କରୋନା
ସୱାସଥୟକଲ୍ୟାଣ ସଂଗଠନ ବିନା
ଅନ୍ୟ କାହା କଥା ଶୁଣନା
ବାରମ୍ବାର ହାତ ଭଲରେ ଧୁଅନ୍ତୁ
ହାତ କେଉଁଠି ମାରନା
ଛିଙ୍କ-କାଶ ବେଳେ ଟିସୁ ବ୍ୟବହାର କର
ଜନ ଗହଳିରେ ରୁହନା
ଆମେରିକା ରାଷ୍ଟ୍ରପତି ମହୋଦୟ
ଟ୍ରମ୍ପ୍ଟ୍ କରିଛନ୍ତି ଘୋଷଣା
ଆମ ମୋଦୀ ଭାଇ ତାଙ୍କ ଭାଇନା
ଭାକ୍ସିନ ପ୍ରସ୍ତୁତ ହୋଇ ସାରିଲାଣି
କିଛି କରି ପାରିବନି କରୋନା
ହିନ୍ଦୁସ୍ଥାନୀ ହୋଇ ବନ୍ଧୁବର୍ଗ
ଛାର କରୋନାକୁ କେହି ଡ଼ରନା
🙏🙏🙏🙏🙏🙏🙏
₹ଭୁଷଳ ,ଭୁବନ,ଢେଙ୍କାନାଳ₹
ମୋ- ୬୩୭୦୪୧୩୪୨୭
ଜୟ ସାହିତ୍ୟ , ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।