ଜୁମରନାଥ ପାତ୍ର
ଗୁଡ୍ ମର୍ଣ୍ଣିଂ ...
କ'ଣ ହେଲା ...ବେଡ୍ ଟି ...!
ହା' ହା'
ଯାଇଛନ୍ତି ସେ ମର୍ଣ୍ଣିଂ ୱାକ
ଫେରିଲେ କରିବେ
ବିଏଡି ଟି
ଟି ପିଇ ହେବି ଫିଇଟି
ଅର୍ଡର ଥଳି ଧରି
ବଜାର ଯିବି ଝଅଟି
ମୋ' ମର୍ଣ୍ଣିଂ ୱାକ ...ହା ହା
ଚରୁଛି ତା' ହାତେ
ଜୀବନଟା ମୋର
ଲଗାମ ଅଛି ତା' ହାତେ ଟି ..
ମର୍ଣ୍ଣିଂ ୱାକ ଦବ କି ଏତେ ଫିଇଟି
ପିଇନି ଏଯାଏଁ ବେଡ୍ ଟି
ପିଇନି ଏଯାଏଁ ...
ଗୁଦ୍ ମର୍ଣ୍ଣିଂ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।