4/30/2021

କରୋନା

ରାଧାଶ୍ଯାମ ମହାନ୍ତି
ବିପଦ ଆସିଛି
ନିଶ୍ଚୟ ଟଳିବ
ମନେ କରନାହିଁ ଶଙ୍କା
ସତର୍କ ହୋଇ
କର ମୁକାବିଲା
କରୋନା ହୋଇବ ସଫା ।

ଆମ ସଂସ୍କୃତି
ତା'ର ମହୌଷଧି
ଆଉ କିଛି ନାହିଁ ଭାଇ
ନିଜ ସଂସ୍କୃତିକୁ
ଆପଣେଇ ନେଲେ
କରୋନା ଯିବ ପଳାଇ ।

ସିମୋଳ , ଖନ୍ଦୋଳ 
କଟକ - ୭୫୪୦୦୨
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।