ଶ୍ରେଷ୍ଠ ସେହି
କ୍ଷୀରୋଦ୍ର ସାହୁ
ଏକମାତ୍ର ଯାହା
ସଂସାରେ ରହିଛି
ତା ବିନୁ କେ' ନାହିଁ ଶ୍ରେଷ୍ଠ
ସେହି ପରାତ୍ପର
ସେହି ଅଗୋଚର
ସେ ସବୁରେ ଗରିଷ୍ଠ ।।
ପରମ ଆହ୍ଳାଦ
ମିଳେ ଅପ୍ରମିତ
ଜୀବନେ ଅପ୍ରାପ୍ତ ପ୍ରାପ୍ତ
ଥରେ ଘେନି ନେଲେ
ଆଦରେ ତାହାଙ୍କୁ
ହୋଇବା ଆମେ ଆନନ୍ଦ ।।
ହୃଷିକେଶ - ଉତ୍ତରାଖଣ୍ଡ
ଫୋ- ୯୫୪୮୭୨୩୯୩୨
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।