କରୋନା ମାଡି ଆସୁଛି ବନ୍ଧୁ,
ଗ୍ରାସ କଲାଣି କେତେ ଦେଶକୁ
ଭାଇ ଭଉଣୀ ଲୋ..........
ମୋହରି କଥା ସଭିଏଁ ଶୁଣ,
ବେଳ ହୁଁ ହୁଅ ସତର୍କ ଜାଣ
ଭାଇ ଭଉଣୀ ଲୋ.........
ବାହାରୁ ଭାଇ ଆସିବ ଯେବେ,
ହାତକୁ ଭଲେ ଧୋଇବ ତେବେ
ଭାଇ ଭଉଣୀ ଲୋ.........
ହାତକୁ ହାତ ମିଳାଅ ନାହିଁ
ପ୍ରାଣାମେ କର ସ୍ୱାଗତ ଭାଇ
ଭାଇ ଭଉଣୀ ଲୋ.........
ଘରେ ରହିଥା' ମନ ଖୁସିରେ
ଗୁଲି ଖଟିକୁ ଭୁଲିଯାଆରେ
ଭାଇ ଭଉଣୀ ଲୋ.........
ଜନ ଗହଳିକୁ ଯାଅନାହିଁ
ସଭାସମିତି ନଯାଅ କେହି
ଭାଇ ଭଉଣୀ ଲୋ.........
ଖାସ,ଛିଙ୍କରେ କପଡା ଦିଅ
ତୁରନ୍ତ ରକ୍ତ ପରୀକ୍ଷା କର
ଭାଇ ଭଉଣୀ ଲୋ.........
ବିଦେଶୀଙ୍କଠୁ ରହି ଅଲଗା
କରୋନାକୁ ଯେ ଭଗାଇ ଦେବା
ଭାଇ ଭଉଣୀ ଲୋ.........
ତାଲା ବନ୍ଦକୁ ସ୍ୱାଗତ କରି
ସଚେତନତା ଦେବା ତ ଆଣି
ଭାଇ ଭଉଣୀ ଲୋ.........
ବୃଦ୍ଧା ଶିଶୁଙ୍କ ଦାୟିତ୍ୱ ନେବା
ମେଡ଼ିସିନ ଖାଦ୍ୟ ସମୟେ ଦେବା
ଭାଇ ଭଉଣୀ ଲୋ.........
ଆମ ସୁରକ୍ଷା ଆମ ହାତରେ
ନମାନିଲେ ମୃତ୍ଯୁ ହେବ ଅଚିରେ
ଭାଇ ଭଉଣୀ ଲୋ.........
ବେଳହୁଁ ସର୍ବେ ହୁଅ ସାବଧାନ
ସଚେତନତା ଯେ ଅମୋଘ ବାଣ
ଭାଇ ଭଉଣୀ ଲୋ.........
ଇଟାଲୀ ଦେଶରୁ ଲୁହ ଝରୁଛି
ମୃତ୍ୟୁ ବିଭୀଷିକା ଲାଗି ରହିଛି
ଭାଇ ଭଉଣୀ ଲୋ.........
ଚାଲ ସମସ୍ତେ ଶପଥ କରି
ଦେଶକୁ ଦେବା ଉଦ୍ଧାର କରି
ଭାଇ ଭଉଣୀ ଲୋ.........
ବେଦପୁର - ବାଙ୍କୀ -କଟକ
ଜୟ ସାହିତ୍ୟ, ଜୟ ସମାଜ
ଗ୍ରାସ କଲାଣି କେତେ ଦେଶକୁ
ଭାଇ ଭଉଣୀ ଲୋ..........
ମୋହରି କଥା ସଭିଏଁ ଶୁଣ,
ବେଳ ହୁଁ ହୁଅ ସତର୍କ ଜାଣ
ଭାଇ ଭଉଣୀ ଲୋ.........
ବାହାରୁ ଭାଇ ଆସିବ ଯେବେ,
ହାତକୁ ଭଲେ ଧୋଇବ ତେବେ
ଭାଇ ଭଉଣୀ ଲୋ.........
ହାତକୁ ହାତ ମିଳାଅ ନାହିଁ
ପ୍ରାଣାମେ କର ସ୍ୱାଗତ ଭାଇ
ଭାଇ ଭଉଣୀ ଲୋ.........
ଘରେ ରହିଥା' ମନ ଖୁସିରେ
ଗୁଲି ଖଟିକୁ ଭୁଲିଯାଆରେ
ଭାଇ ଭଉଣୀ ଲୋ.........
ଜନ ଗହଳିକୁ ଯାଅନାହିଁ
ସଭାସମିତି ନଯାଅ କେହି
ଭାଇ ଭଉଣୀ ଲୋ.........
ଖାସ,ଛିଙ୍କରେ କପଡା ଦିଅ
ତୁରନ୍ତ ରକ୍ତ ପରୀକ୍ଷା କର
ଭାଇ ଭଉଣୀ ଲୋ.........
ବିଦେଶୀଙ୍କଠୁ ରହି ଅଲଗା
କରୋନାକୁ ଯେ ଭଗାଇ ଦେବା
ଭାଇ ଭଉଣୀ ଲୋ.........
ତାଲା ବନ୍ଦକୁ ସ୍ୱାଗତ କରି
ସଚେତନତା ଦେବା ତ ଆଣି
ଭାଇ ଭଉଣୀ ଲୋ.........
ବୃଦ୍ଧା ଶିଶୁଙ୍କ ଦାୟିତ୍ୱ ନେବା
ମେଡ଼ିସିନ ଖାଦ୍ୟ ସମୟେ ଦେବା
ଭାଇ ଭଉଣୀ ଲୋ.........
ଆମ ସୁରକ୍ଷା ଆମ ହାତରେ
ନମାନିଲେ ମୃତ୍ଯୁ ହେବ ଅଚିରେ
ଭାଇ ଭଉଣୀ ଲୋ.........
ବେଳହୁଁ ସର୍ବେ ହୁଅ ସାବଧାନ
ସଚେତନତା ଯେ ଅମୋଘ ବାଣ
ଭାଇ ଭଉଣୀ ଲୋ.........
ଇଟାଲୀ ଦେଶରୁ ଲୁହ ଝରୁଛି
ମୃତ୍ୟୁ ବିଭୀଷିକା ଲାଗି ରହିଛି
ଭାଇ ଭଉଣୀ ଲୋ.........
ଚାଲ ସମସ୍ତେ ଶପଥ କରି
ଦେଶକୁ ଦେବା ଉଦ୍ଧାର କରି
ଭାଇ ଭଉଣୀ ଲୋ.........
ବେଦପୁର - ବାଙ୍କୀ -କଟକ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।