ସଚ଼ିନ୍ (ଚ଼ନ୍ଦୁ ବାବା
କରୋନା ଆକ୍ରନ୍ତେ ବିଶ୍ଵ ଧ୍ଵଂସ ପ୍ରାୟେ ହୋଇ,
ମୃତ୍ୟୁର ଆସନ୍ନତାକୁ ଦେଖି କାନ୍ଦନ୍ତି ମୁହଁକୁ ଲୁଚେଇ।
ଅଖାଦ୍ୟ ଭୋଜନ ପୁଣି ଅବ୍ୟଞ୍ଜ ବ୍ୟଞ୍ଜନ,
କୋରନା ପାଇଁ ଯୋଗାଏ ଘୃତ ପ୍ରତିଦିନ ।
ଚୀନ୍ର ୱହାନ୍ ଯେହ୍ନେ ଏ ରୋଗ ଜନ୍ମ ସ୍ଥାନ,
ଯକ୍ଷ ସମ ଔଦ୍ଧତ୍ୟତା ନିଏ ପ୍ରତିଟି ଜୀବନ।
ତାମସିକ ଖାଦ୍ୟକୁ ଯେ' ଅସିଝା ଭୁଞ୍ଜନ୍ତି,
ପରିଷ୍କାର ନରହି ଯେ' କେବଳ ଖାଦ୍ୟକୁ ଲୋଭନ୍ତି ।
ରାଷ୍ଟ୍ର ସମ ଯୁକ୍ତରାଷ୍ଟ୍ର ହାତ କରିଦେଲା ଠିଆ,
ଇଟାଲୀ ପରି ବିକଶିତ ରାଷ୍ଟ୍ରର ଦେଖି ଯେ ଦୁର୍ଦ୍ଦଶା ।
ଭାରତରେ ପ୍ରସରିଲେ ଏହି ରୋଗ ଜାଣ,
ପୋକ ମାଛି ପରି ମୃତ୍ୟୁ ହେବ ଦେଶ ହେବ ଜନ ଶୂନ୍ୟ ।
ଏପରି ରୋଗକୁ ମଧ୍ୟ ସହଜେ ପାରିବା ଏଡାଇ,
ଯଦି ଘରେ ରହିବା ଏକୋଇଶ ଦିନ ଗୃହ ବନ୍ଦୀ ହୋଇ ।
ହାତକୁ ଧୋଇବା ଯଦି ନିୟମିତ ରୂପେ,
ସାବୁନ୍ର ବ୍ୟବହାର ଆଉ ରହି ଏକାନ୍ତରେ ।
ଥଣ୍ଡା - କାଶ ରୋଗୀ ଠାରୁ ଏକ ଗଜ ଦୂରେ,
ମୁଖରେ ପରଦା ଆଖି, ନାକ, ପାଟି ନ ସ୍ପର୍ଶି କରେ ।
ଗୃହବନ୍ଦୀ ଆମ ପାଇଁ ବରଦାନ ତୁଲ୍ୟ,
ନମାନିଲେ ଦେଶ ହେବ ପଙ୍ଗୁ ପରି ତୁଲ୍ୟ ।
ସର୍ବେ ଆସ ମାନିନେବା ଏହି ଗୃହବନ୍ଦି ,
ଘରେ ରହି ସହ ହେବା ଦେଶରେ ଉନ୍ନତି ।
ଜୟ ସାହିତ୍ୟ, ଜୟ ସମାଜ
ଅଖାଦ୍ୟ ଭୋଜନ ପୁଣି ଅବ୍ୟଞ୍ଜ ବ୍ୟଞ୍ଜନ,
କୋରନା ପାଇଁ ଯୋଗାଏ ଘୃତ ପ୍ରତିଦିନ ।
ଚୀନ୍ର ୱହାନ୍ ଯେହ୍ନେ ଏ ରୋଗ ଜନ୍ମ ସ୍ଥାନ,
ଯକ୍ଷ ସମ ଔଦ୍ଧତ୍ୟତା ନିଏ ପ୍ରତିଟି ଜୀବନ।
ତାମସିକ ଖାଦ୍ୟକୁ ଯେ' ଅସିଝା ଭୁଞ୍ଜନ୍ତି,
ପରିଷ୍କାର ନରହି ଯେ' କେବଳ ଖାଦ୍ୟକୁ ଲୋଭନ୍ତି ।
ରାଷ୍ଟ୍ର ସମ ଯୁକ୍ତରାଷ୍ଟ୍ର ହାତ କରିଦେଲା ଠିଆ,
ଇଟାଲୀ ପରି ବିକଶିତ ରାଷ୍ଟ୍ରର ଦେଖି ଯେ ଦୁର୍ଦ୍ଦଶା ।
ଭାରତରେ ପ୍ରସରିଲେ ଏହି ରୋଗ ଜାଣ,
ପୋକ ମାଛି ପରି ମୃତ୍ୟୁ ହେବ ଦେଶ ହେବ ଜନ ଶୂନ୍ୟ ।
ଏପରି ରୋଗକୁ ମଧ୍ୟ ସହଜେ ପାରିବା ଏଡାଇ,
ଯଦି ଘରେ ରହିବା ଏକୋଇଶ ଦିନ ଗୃହ ବନ୍ଦୀ ହୋଇ ।
ହାତକୁ ଧୋଇବା ଯଦି ନିୟମିତ ରୂପେ,
ସାବୁନ୍ର ବ୍ୟବହାର ଆଉ ରହି ଏକାନ୍ତରେ ।
ଥଣ୍ଡା - କାଶ ରୋଗୀ ଠାରୁ ଏକ ଗଜ ଦୂରେ,
ମୁଖରେ ପରଦା ଆଖି, ନାକ, ପାଟି ନ ସ୍ପର୍ଶି କରେ ।
ଗୃହବନ୍ଦୀ ଆମ ପାଇଁ ବରଦାନ ତୁଲ୍ୟ,
ନମାନିଲେ ଦେଶ ହେବ ପଙ୍ଗୁ ପରି ତୁଲ୍ୟ ।
ସର୍ବେ ଆସ ମାନିନେବା ଏହି ଗୃହବନ୍ଦି ,
ଘରେ ରହି ସହ ହେବା ଦେଶରେ ଉନ୍ନତି ।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।