4/30/2021

ବାଜିଲା ବିଜୟ ଘଣ୍ଟି

     କବିତା ମହାନ୍ତି (ପ୍ରଧାନ ଶିକ୍ଷୟିତ୍ରୀ)
 










ଭାରତମାତାର ସୁସନ୍ତାନ ଆଜି
ବଜାଏ ବିଜୟ ଘଣ୍ଟି
କରୋନା ବିରୁଦ୍ଧେ ଲଢେ ଆମ ଯୋଦ୍ଧା
ପିରତୀର ସେବା ବାଣ୍ଟି   ।
ତୁମ ସେବା ପାଇଁ ଦେଉ ଧନ୍ୟବାଦ
କୃତଜ୍ଞ ଭାରତବାସୀ
ଇତିହାସ ତୁମେ ଅମର ହୋଇବ
କର୍ତ୍ତବ୍ଯ କରୁଛ ହସି ।

ସାଇଲୋଝାରପଡ଼ା ଉପ୍ରା ବିଦ୍ଯାଳୟ , କଣ୍ଟାପଡ଼ା , କଟକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।